Draft:Mora Mana Udi Jaye Re


song name : Mora Mana Udi Jaye Re , Movies Name: Suna Panjuri ,Odia evergreen song ” Mora mana udi jaye re ” from the movie Suna Panjuri (1995). Mora mana udi jaye re sung by Kabita Krishnmurty Lyrics by Sirshananda Kanungo Sataring this song Sidhanta Mahapatra & Sasmita

Song Name : mora Mana udi jaye re

Song Lyrics :

ଝୁମୁକା ଝୁମୁ ଝୁମ

ଝୁମୁକା ଝୁମୁ ଝୁମ

ଘୁମ ଘୁମ ଘୁମ ଘୁମ

ଘୁମୁରା ଘୁମୁ ଘୁମ × ୨

ହୋ.. ମୋର ମନ

ମୋର ମନ, ଉଡି ଯାଏ ରେ

ମନ, ଉଡି ଉଡି ଯାଏ ରେ

ମୋର ମନ, ଉଡି ଯାଏ ରେ

ମନ, ଉଡି ଉଡି ଯାଏ ରେ

ଚଇତି ପବନ କାଇଁ ଟାଣି କହୁଛି

ମୁଁ କାଳେ ଲୁଚି ଲୁଚି ଭଲ ପଉଛି

ଖୋସାର ପରମା ଫୁଲ ନାଚି କହୁଛି

ମୁଁ କଲେ ତା ପାଇଁ ଝୁରି ମରୁଛି

ରାତି ବଢି ବଢି ଯାଏ ରେ

ପାଦ ନାଚି ନାଚି ରେ

ମୋର ମନ, ଉଡି ଯାଏ ରେ

ମନ, ଉଡି ଉଡି ଯାଏ ରେ

କହିଲୁ ସଖି ଦେଖି ମୋ ଆଖି

ଆଖି ରେ କିଏ ଯାଇଛି ଲାଖି

କିମିଆ କରି ମୋତେ ତା ସେଇ

ମନକୁ ମୋର ନେଲା ଚୋରେଇ

ମଥାର ଟିକିଲି ତୋର ହସି କହୁଛି

ସଥୀର ସିନ୍ଦୁର ତୋର ପାଖେ ରହିଛି

କାନର ଝୁମୁକା ଗାଲ ଛୁଇଁ କହୁଛି

ଝୁଲି ଝୁଲି ଖୁସି ତୋର ପାଖେ ଆସୁଛି

ଆରେ ଜହ୍ନ ଝୁଲି ନାଚେ ରେ

ବନ ଝୁଲି ଝୁଲି ନାଚେ ରେ

ମୋର ମନ, ଉଡି ଯାଏ ରେ

ମନ, ଉଡି ଉଡି ଯାଏ ରେ

References

edit

https://odiasonglyrics.com/mora-mana-udi-jaye-re-lyrics/