Deula Rashikiyu (Lord Krishna) has been living in this Deula village since time immemorial. Vishwanath Das, the chief servant of Rashikaraja Yu. Mother's name is Kamalini Das. Father's name is Praful Das. The name of the brother is Jagannath Das. The people of this Deula village and about 5,000 neighboring villages trust Rasikaraja Yiyu in a big way. Some say that Rasikaraja Yehu has been here since the beginning of the Christian era. Population.Copyright of all languages.All cultures are complete.All sociological services.All public works.All temporary work.The best place for good health is this Deula village.As many pilgrimages are celebrated here.ଦେଉଳା ରଶିକଯିୟୁ ( ଭଗବାନ କ୍ରୁଷ୍ଣ ) କେଉଁ ଆବାହମାନ କାଳରୁ ଏହି ଦେଉଳା ଗ୍ରାମରେ ବିରାଜିତଅଛନ୍ତି.ଏହି ରଶିକରାଜ ଯିୟୁଙ୍କ ବିସୟରେ ଆଯିଯାଏ କୌଣସି ସଠିକ୍ ଟିପଣିଦେଇପାରୁ ନାହାନ୍ତି.ଏହି ରସିକରାଜ ଯିୟୁ କେଉଁ କାଳରୁ ସମସ୍ତ ବୈଦିକ ରିତିନିତି ରେ ବଡ ଆଡମ୍ବରରେ ପୁଜାପାଇ ଆସୁଛନ୍ତି. ରଶିକରାଜ ଯିୟୁଙ୍କର ମୁଖ୍ୟ ସେବକ --ବିଶ୍ବନାଥ ଦାଶ. ମାତାଙ୍କ ନାମ--କମଳିନି ଦାଶ. ପିତାଙ୍କ ନାମ--ପ୍ରଫୁଲ ଦାଶ. ଭ୍ରାତାଙ୍କ ନାମ--ଜଗନ୍ନାଥ ଦାଶ.ଏହି ଦେଉଳା ଗ୍ରାମର ଓ ଏଠିକାର ପ୍ରାୟ 5000 ପଡୋସି ଗ୍ରାମର ଜନସାଧାରଣ ମାନେ ରସିକରାଜ ଯିୟୁଙ୍କୁ ପ୍ରଗାଢ ବିସ୍ବାସ କରିଥାନ୍ତି.ତାଙ୍କ ନାମରେ ବିବାହ ବ୍ରତୋପନୟନ ଯେ କୈଣସି ବ୍ୟବସାୟ ଗ୍ରୁହନିର୍ମାଣ ସମସ୍ତକାର୍ଯ୍ୟ ରସିକରାଜ ଯିୟୁଙ୍କ ନାମରେ ସମ୍ପାଦିତ ହୋଇଥାଏ.ଫଶଲ ଓ ଚାଷକାର୍ଯ୍ୟ ମଧ୍ୟ ତାଙରି ନାମରେ ସମ୍ପାଦନ ହୋଇଥାଏ.70.000 ଜନବସତି ରେ କେହିକେହି କହଥାନି ରସିକରାଜ ଯିୟୁ ପ୍ରାୟ ଖ୍ରୀଷ୍ଠାଦ୍ଦ ଆରମ୍ଭରୁ ଏହିଠାରେ ବିରାଜମାନ କରିଛନ୍ତି.ଏହିଠାରେ ସମସ୍ତ ନିତିକାନ୍ତି ବେଦୋକ୍ତ ଓ ପୌରାଣି ପାରମ୍ପରିକ ରିତିନିତିରେ ଆତ୍ମବିସ୍ବାସର ସମାପନ କରାଯାଏ.ଏଠିକାର ନିତି ନିୟମ ପ୍ରାୟ ଓଡିଶାର ପ୍ରାଣଦେବ ଶ୍ରୀ ଜଗନ୍ନାଥ ଙ୍କ ନିତିକାନ୍ତି ସହିତ ସମାନ.ଭାରତର ଯେତେ ପରମ୍ପରା ଯେତେ ସଂସ୍କ୍ରୁତିରହିଛି ତାହା ଏହଠାରେ ପାଳନ କରାଯାଏ.ଏଠି ସମସ୍ତ ଜାତିର ଜନବସତି.ସମସ୍ତ ଭାଷାର କଥୋପକଥନ.ସମସ୍ତ ସଂସ୍କ୍ରିତି ସମ୍ପର୍ଣ୍ଣ.ସମସ୍ତ ସାସ୍ଥ୍ରବିଦିତ ସେବାକାର୍ଯ୍ୟ.ସମସ୍ତ ଜନମଙ୍ଗଳ କାର୍ଯ୍ୟ.ସମସ୍ତ ସାମାଯିକ କାର୍ଯ୍ୟ.ଉତ୍ତମ ଶୀଖ୍ୟା ଉତମ ସାସ୍ଥ୍ୟ ର ପେଣ୍ଠସ୍ଥଳ ଏହି ଦେଉଳା ଗ୍ରାମ.ଯେତେଯେତେ ଯାନିଯାତ୍ରା ଏହିଠାରେ ପାଳନ ହୋଇଥାଏ.