ଜ୍ୟୋତିରଞ୍ଜନ ଗୁଡିଆ

ଗ୍ରାମ : ମୁଦୁଲିଗୁଡା

ଗ୍ରାମ ପଞ୍ଚାୟତ: ରସବେଡା

ଥାନା : ଓର୍କେଲ

ଜିଲ୍ଲା : ମାଲକାନଗିରି

ଫିନ କୋଡ଼ 764043

ନାମ ଜ୍ୟୋତିରଞ୍ଜନ ଗୁଡ଼ିଆ , ଜନ୍ମ ୧୯୯୭ ମେ ୧ ତାରିଖ । ପିତା ବୁଦା ଗୁଡ଼ିଆ, ମାତା ରାଧା ଗୁଡ଼ିଆଙ୍କ ଦ୍ୱିତୀୟ ସନ୍ତାନ ଭାବରେ ଜନ୍ମ ନିଅନ୍ତି । ବଲ୍ୟଠାରୁ ସେ ଭାରି ଲଜକୁଳା ଥିଲେ । ଦେଖିବାକୁ ଭାରି ସରଳ ଓ ସୁନ୍ଦର ।